ଭିଜିଲାନ୍ସ ଜାଲରେ ହିନ୍ଦୋଳ ତହସିଲ ଗଣ୍ଡାନାଳି ଡିଭିଜନର ଆରଆଇ ଶଶୀଭୂଷଣ ବେହେରା ।

148
ADVERTISEMENT

ଢେଙ୍କାନାଳ,୨୯/୫(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ହିନ୍ଦୋଳ ତହସିଲ ଗଣ୍ଡାନାଳି ଡିଭିଜନର ଆରଆଇ ଶଶୀଭୂଷଣ ବେହେରା । ସେ ଜମିବାଡି ବିବାଦର ବନ୍ଦୋବସ୍ତ ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏବଂ ତାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ବିଷ୍ଣୁ ବଲ୍ଲଭ ଖଟୁଆ କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି ।

Advertisement