ନୂଆଦିଲ୍ଲୀ,୩୧/୧୨(ଡି.ଏଚ ବ୍ୟୁରୋ):-ଦେଶରେ କୋଭିଡ୍-୧୯ର ସବ୍-ଭାରିଆଣ୍ଟ ଜେଏନ୍.୧ର ମୋଟ ୧୬୨ଟି ମାମଲା ଚିହ୍ନଟ ହୋଇଛି l ସେଥି ମଧ୍ୟରୁ କେରଳରେ ସର୍ବାଧିକ ୮୩ ଜଣ ଓ ଗୁଜରାଟରେ ୩୪ ଜଣ ରହି ଥିବା ବେଳେ ଗୋଆ (୧୮), କର୍ଣ୍ଣାଟକ (୮), ମହାରାଷ୍ଟ୍ର (୭), ରାଜସ୍ଥାନ (୫), ତାମିଲନାଡୁ (୪), ତେଲେଙ୍ଗାନା (୨) ଏବଂ ଦିଲ୍ଲୀ (ଗୋଟିଏ) ଚିହ୍ନଟ ହୋଇଛି ।