ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡ଼କର୍ଲାକୋଟ୍ ପଞ୍ଚାୟତର ଜିଆରଏସ ମାର୍ଗାରେଟ୍ ପାଣିଗ୍ରାହୀ l

42
ADVERTISEMENT

ଭୁବନେଶ୍ୱର,୨୪/୧୧ (ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡ଼କର୍ଲାକୋଟ୍ ପଞ୍ଚାୟତର ଜିଆରଏସ ମାର୍ଗାରେଟ୍ ପାଣିଗ୍ରାହୀ l ସେ ଚାଲିଥିବା ମନରେଗା କାମର ମଷ୍ଟରରୋଲ୍ ପ୍ରସ୍ତୁତି ଓ ପ୍ରାପ୍ୟ ସୁନିଶ୍ଚିତ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏବଂ ଘଟଣା ସ୍ଥଳରୁ ଭିଜିଲାନ୍ସ ଶ୍ରୀମତୀ ପାଣିଗ୍ରାହୀଙ୍କ ଠାରୁ ରାସାୟନିକ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।

Advertisement