Friday, September 25, 2026
ADVERTISEMENT
Home ମୁଖ୍ୟ ଖବର ଭାଇଜାଗ୍ ମାଛଧରା ବନ୍ଦରରେ ନଙ୍ଗର ପକାଇଥିବା ୨୫ରୁ ଊର୍ଦ୍ଧ୍ବ ମଟର ଚାଳିତ ବୋଟ୍ ରେ ଲାଗିଲା...

ଭାଇଜାଗ୍ ମାଛଧରା ବନ୍ଦରରେ ନଙ୍ଗର ପକାଇଥିବା ୨୫ରୁ ଊର୍ଦ୍ଧ୍ବ ମଟର ଚାଳିତ ବୋଟ୍ ରେ ଲାଗିଲା ନିଆଁ ।

180
ADVERTISEMENT

ଆନ୍ଧ୍ର ପ୍ରଦେଶ,୨୦/୧୧(ଡି.ଏଚ ବ୍ୟୁରୋ):-ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଭାଇଜାଗ୍ ମାଛଧରା ବନ୍ଦରରେ ନଙ୍ଗର ପକାଇଥିବା ୨୫ରୁ ଊର୍ଦ୍ଧ୍ବ ମଟର ଚାଳିତ ବୋଟ୍ ରେ ଲାଗିଲା ନିଆଁ । ପ୍ରଥମେ ଗୋଟିଏ ବୋଟ୍ରୁ ଜଳିଥିବା ଏହି ନିଆଁ ସଙ୍ଗେ ସଙ୍ଗେ ଆଖପାଖରେ ନଙ୍ଗର ପକାଇଥିବା ଅନ୍ୟାନ୍ୟ ବୋଟ୍କୁ ବ୍ୟlପିଯାଇଥିଲା। ଏବଂ ନିଆଁ ଲାଗିବା ପରେ ବୋଟରେ ଥିବା ‘ଏଲ୍ପିଜି’ ସିଲିଣ୍ଡର ଗୁଡିକ ପ୍ରଚଣ୍ଡ ଶବ୍ଦ କରି ଫାଟିବାରୁ ସେ ଅଞ୍ଚଳରେ ବଡ଼ ଆତଙ୍କଜନକ ଅବସ୍ଥା ସୃଷ୍ଟି ହୋଇଥିଲା।

Advertisement