ସୋନପୁର,o୩/୯(ଡ଼ି.ଏଚ ବ୍ୟୁରୋ):-ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ଏସଟିଏଫ ଟିମ୍ ପକ୍ଷରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ ।ଏଥିସହ ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ଓ ୩ ଗିରଫ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଥିବାବେଳେ ଯାହାକୁ ନେଇ ଏସଟିଏଫ ଅଧିକ ଖୋଳତାଡ଼ ଜାରି କରୁଥିବା ସୂଚନା ।