ପଦ୍ମପୁର,୧୮/୭(ଡି.ଏଚ ବ୍ୟୁରୋ):-ବରଗଡ଼ ଜିଲ୍ଲା ପଦ୍ମପୁରରେ HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଉଲ୍ଲଙ୍ଘନ କରୁଥିବା ପ୍ରତିବାଦରେ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା। ସକାଳ ୬ଟା ରୁ ସନ୍ଧ୍ୟା ୬ ପ୍ରର୍ଯ୍ୟନ୍ତ ସମସ୍ତ ଅଫିସ, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ଡାକରା ଦିଆଯାଇଥିବାବେଳେ ବିଭିନ୍ନ ରାଜନୈତିକ ଦଳ ମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।