ବରଗଡ଼,୨୪/୪(ଡି.ଏଚ ବ୍ୟୁରୋ):-ବରଗଡ଼ ଟାଉନ ଥାନା ଅନ୍ତର୍ଗତ ହଲଦୀପାଲି ଛକନିକଟରେ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା। ଫଳରେ କାର ଭିତରେ ଥିବା ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ତିନି ଜଣ ଗୁରୁତର ହୋଇ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର ।ଏବଂ ଘଟଣା ସ୍ଥଳରେ ବରଗଡ଼ ଟାଉନଥାନା ପୋଲିସର ତଦନ୍ତ ଜାରି ।