ପୁରୀ,o୪/୧(ଡ଼ି.ଏଚ ବ୍ୟୁରୋ):-ପୁରୀରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ତେବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳରେ ବସବାସ କରୁଥିବା ଲୋକ ବାହାରକୁ ବାହାରିବେ ନାହିଁ କି ବାହାର ଲୋକ ଏହି ଅଞ୍ଚଳରେ ପ୍ରବେଶ କରିପାରିବେନାହିଁ ।
















