ପୁରୀ ଶ୍ରୀମନ୍ଦିର ପାଇଁ ନୂଆ SOP ଜାରି।

147
ADVERTISEMENT

ପୁରୀ,୧୬।୧୨(ଡ଼ି.ଏଚ ବ୍ୟୁରୋ):-ପୁରୀ ଶ୍ରୀମନ୍ଦିର ପାଇଁ ନୂଆ SOP ଜାରି, ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଖୋଲା ରହିବ ଶ୍ରୀମନ୍ଦିର ।ଏବଂ ସାଧାରଣ ଦର୍ଶନ ପାଇଁ ଏହି ସମୟରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

Advertisement