ଜଗତସିଂହପୁର,୧୭/୧୧ (ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର-ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ବାଇଁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନରେ ୮୯ ବର୍ଷ ବୟସରେ ହୃଦଘାତରେ ପରଲୋକ । ଉମେଶ ସ୍ବାଇଁ ବାଲିକୁଦା ନିର୍ବାଚନମଣ୍ଡଳୀରୁ ୪ ଥର ବିଧାୟକ ଭାବେ ଜିତିଥିଲେ । ଏବଂ ତାଙ୍କ ବିୟୋଗରେ ସାରା ଜଗତସିଂହପୁର ଜିଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।