Sunday, September 27, 2026
ADVERTISEMENT
Home କୋରାପୁଟ ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

362
ADVERTISEMENT

ବୋରିଗୁମ୍ମା ,୩୦।୩(ଦୟାନିଧି ପଟନାୟକ) : ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କାରୋନା ଭୁତାଣୁ ମହାମାରୀ ରୂପ ନେଇ ସାରା ପୃଥିବିକୁ ଉଠ ବସ କରୁଥିବାରୁ ଯେମିତି କୋଣସି ଦୁଃଖୀ ରଙ୍କି ଲୋକ ଭୁକ ଉପାଶରେ ନ ରୁହନ୍ତୁ ବୋଲି ସରକାର ପ୍ରତ୍ୟେକ ଗ୍ରାମରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ବିଡ଼ିଓ ମାନଙ୍କୁ ନିର୍ଦେଶ ଦେଇ ଥିବାରୁ ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଉନ୍ନୟନ ଅଧିକାରି ପ୍ରଣୟ ରଞ୍ଜନ ବେହେରାଙ୍କ ନିର୍ଦେଶ କ୍ରମେ ସମସ୍ତ ୩୧ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡି କର୍ମୀ ଏବଂ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହଯୋଗରେ ପ୍ରତ୍ୟେକ ଗ୍ରାମରେ ଦୁଖୀ ରଙ୍କି ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ।

Advertisement