ଜରଡ଼ା,୨୨।୦୩ (ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅନ୍ତର୍ଗତ ଷୋଳଭାଗପେଣ୍ଠ ଗାଁରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଭାବେ ଆକ୍ରମଣ l ଜଣେ ଯୁବକ ଯୁବତୀଙ୍କ ଘରେ ପଶି ଅମାନୁଷିକ ଭାବରେ ଆକ୍ରମଣ କରିଥିବାରୁ ସେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର । ଏବଂ ଘଟଣା ପରେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
















