ପ୍ରେମିକାକୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପ୍ରେମିକ ସମେତ ୪ଜଣ ଅଟକ l

1
ADVERTISEMENT

କେନ୍ଦ୍ରାପଡ଼ା,୨୧।୦୨(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଶ୍ୟାମଗୁଡ଼ିଆ ଅଞ୍ଚଳରେ ଥିବା ଓମ୍ ସାଇ ଗେଷ୍ଟ ହାଉସରେ ପ୍ରେମିକ ଟଙ୍କା ପାଇଁ ପ୍ରେମିକାକୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ l ସେ ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହିତ ଅନୈତିକ କାର୍ଯ୍ୟ କରିବା ପାଇଁ ଚାପ ପକାଇଥିଲେ l

Advertisement