କଟକ,୧୯/୨(ଡ଼ି.ଏଚ ବ୍ୟୁରୋ):-କଟକ ମଧୁପାଟଣା ଥାନା ନୂଆପଡା ପ୍ରେସ୍ କଲୋନୀରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳି ମାଡ କରି ହତ୍ୟା । କେହି ଦୁର୍ବୁତ୍ତ ତାଙ୍କୁ ଗୁଳି ମାଡ କରି ହତ୍ୟା କରିଥିବା ବେଳେ ମୃତ ଯୁବକ ଜଣକ ସୌମ୍ୟରଞ୍ଜନ ଜେନା । ତେବେ କିଏ ଏବଂ କାହିଁକି ତାଙ୍କୁ ଗୁଳି କଲା ତାହା ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ପୁଲିସର ତଦନ୍ତ ଜାରି ।



















