ଆମ୍ବୁଲାନ୍ସର ପଛପଟୁ ଧକ୍କାଦେଇ ରାସ୍ତା କଡ଼କୁ ଓଲଟି ପଡିଲା ଟ୍ରକ ।

3
ADVERTISEMENT

ବାଲେଶ୍ୱର ,୧୭/୦୨(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପ ତାଳବଣିଆ ଠାରେ ଆମ୍ବୁଲାନ୍ସର ପଛପଟୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଲା ଟ୍ରକ । ଫଳରେ ଆମ୍ବୁଲାନ୍ସରେଥିବା ସମସ୍ତ ଅଳ୍ପକେ ବର୍ତି ଯାଇଥିବାବେଳେ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଓ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Advertisement