କୋରାପୁଟ,୧୭/୦୨(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମୀ ଜଳ ପ୍ରପାତରେ ବୁଡ଼ି ଜଣେ CISF ASI ନିଖୋଜ l ନିଖୋଜ SI ଛତିଶଗଡ଼ ନଗରନାର NMDC ଥାନାର ଆକାଶ ଚୌଧୁରୀ ବୋଲି ଜଣା ପଡିଥିବାବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଓଡ୍ରାଫ ଛତିଶଗଡ ଏଣ୍ଡିଆରଏଫ ଏବଂ ଏସଡ଼ିଆର ଟିମ | କୋଟପାଡ଼ ପୋଲିସ୍ ପହଞ୍ଚି ତଦନ୍ତ କରୁଛି।


















