ଜଣେ ବ୍ୟକ୍ତିଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟ କଲେ ୨ଲକ୍ଷ ୬୫ହଜାର ଟଙ୍କା ।

4
ADVERTISEMENT

ଯାଜପୁର,୧୭/୦୨(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ କନ୍ତପଡ଼ା ଛକ ନିକଟରୁ ଜଣେ ବ୍ୟକ୍ତିଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟ କଲେ ୨ଲକ୍ଷ ୬୫ହଜାର ଟଙ୍କା । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ କଦଳୀ ବେପାରୀଙ୍କ ସହଯୋଗୀ ବୋଲି ଜଣା ପଡିଥିବାବେଳେ ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ର ତଦନ୍ତ ଜାରି ।

Advertisement