ବାଲିଗୁଡା ବିଧାୟକଙ୍କ ପ୍ରଥମ ଦରମାରେ ଜାରା ନିବାସରେ ବସ୍ତ୍ର ଓ ମିଠା ବଣ୍ଟନ

298
ADVERTISEMENT

କନ୍ଧମାଳ,୬/୮ଏଜେନସି : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକଙ୍କ ପ୍ରଥମ ଦରମାରେ ବାଲିଗୁଡା ବନବାସୀରେ ରହୁଥିବା କୁନି କୁନି ଛୋଟ ପିଲା ଓ ଅନ୍ଧ ମୁକ ବଧିର ଛାତ୍ର ଛାତ୍ରୀଙ୍କୁ ଖେଳନା, ବିସ୍କୁଟ, ପେନ, ଖାତା ଓ ଜାରା ନିବାସରେ ରହୁଥିବା ବୃଦ୍ଧା ବୃଦ୍ଧିଙ୍କୁ ଟାୱାଲ, ଧୋତି, ଶାଢ଼ୀ ମିଠା ବଣ୍ଟନ କରଥିଲେ ।ଏଭଳି ପଦକ୍ଷେପ ନେଇଥିବାରୁ ବାଲିଗୁଡା ବିଧାୟକ ଶ୍ରୀ ଚକ୍ର ମଣି କହଁରଙ୍କୁ ବାଲିଗୁଡା ଅଞ୍ଚଳ ବାସି ହାର୍ଦିକ ଅଭିନନ୍ଦନ ଜଣାଇବା ସହ ବନବାସୀ ସେବାସମିତି ତରଫରୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ବାଲିଗୁଡା ବିଧାୟକଙ୍କ ସହ ବାଲିଗୁଡା ଓ ନୂଆଗାଁ ବ୍ଲକର ବହୁ ବିଜେଡି କର୍ମୀଙ୍କ ମଧ୍ୟ ସହଯୋଗ କରିଥିଲେ ।

Advertisement