ଜିଲ୍ଲା ପ୍ରଶାସନ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

136
ADVERTISEMENT

ବଲାଙ୍ଗୀର ,୩/୧୦(ସୁନୀଲ ତ୍ରିପାଠୀ ) : ଆଜି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ସମସ୍ତ ପ୍ରକାର କୋଭିଡ୍ କଟକଣାକୁ ଅନୁସରଣ କରି ସହର ମଧ୍ଯରେ ଥିବା ଗାନ୍ଧୀ ମୂର୍ତ୍ତିଙ୍କ ଠାରେ ପୁଷ୍ପ ମାଲ୍ଯ ଦେଇ ଏହା ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ।

Advertisement