ମାଙ୍କଡ଼ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ।

3
ADVERTISEMENT

ଆଠଗଡ଼,୨୩।୩(ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗାଁରେ ମାଙ୍କଡ଼ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ସୁଲୋଚନା ସାହୁ ହୋଇଥିବାବେଳେ ସେ କୌଣସି କାମରେ ଛାତ ଉପରକୁ ଯାଇଥିଲେ । ସେଠାରେ ମାଙ୍କଡ଼ ଗୋଡ଼ାଇବାରୁ ସେ ଦୌଡ଼ିବାକୁ ଲାଗିଥିଲେ l ଫଳରେ ଭାରସାମ୍ୟ ହରାଇ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ ।

Advertisement