ରାଜ୍ୟର କେତେକ ଜିଲାରେ ଶୀତ ଅନୁଭୂତ ହେଉଛି।

2
ADVERTISEMENT

ଭୁବନେଶ୍ୱର,୧୯/୨(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର କେତେକ ଜିଲାରେ ଶୀତ ଅନୁଭୂତ ହେଉଛି। ଗତ ୨୪ଘଣ୍ଟାରେ ଘୁ.ଉଦୟଗିରିରେ ପାରଦ ୭.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୨.୫, ସେମିଳିଗୁଡ଼ାରେ ୧୦.୫, ରାଉରକେଲାରେ ୧୦.୭, ସୁନ୍ଦରଗଡ଼ରେ ୧୨.୮, ଝାରସୁଗୁଡ଼ାରେ ୧୧.୨, ଭୁବନେଶ୍ବରରେ ୧୬.୧ ଏବଂ କଟକରେ ୧୫.୬ ଡିଗ୍ରୀ ରହିଛି। ଏବଂ କୋରାପୁଟ ଓ ପାରାଦ୍ବୀପରେ କୁହୁଡ଼ି ଦୃଶ୍ୟମାନ ହୋଇଛି।

Advertisement