ଯାତ୍ରୀବାହୀ ବସ୍ ଗଭୀର ଘାଟିରେ ଖସିପଡ଼ିବା ଫଳରେ ୭ଜଣଙ୍କ ମୃତ୍ୟୁ l

15
ADVERTISEMENT

ନୂଆଦିଲ୍ଲୀ,୩୦/୧୨(ଡ଼ି.ଏଚ ବ୍ୟୁରୋ):-ଉତ୍ତରଖଣ୍ଡର ଆଲମୋରା ଜିଲ୍ଲାର ଭିକିଆସେନ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗଭୀର ଘାଟିରେ ଖସିପଡ଼ିବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଗୁରୁତର ଆହତ ହୋଇ ଭିକିଆସେନର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି | ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନିତ ପାଇଁ ଦୁର୍ଘଟଣାସ୍ଥଳକୁ (SDRF) ମୃତୟନ କରାଯାଇଛି ।

Advertisement