୩ ଶାଳକଙ୍କୁ ହତ୍ୟା କଲା ନିଶାସକ୍ତ ଭିଣୋଇ ।

4
ADVERTISEMENT

ମାଲକାନଗିରି,୧୩।୦୫ (ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା କୁପାଗୁଡ଼ା ଗାଁରେ ଶୋଇଥିବା ବେଳେ ୩ ଶାଳକଙ୍କୁ ହତ୍ୟା କଲା ନିଶାସକ୍ତ ଭିଣୋଇ । ଘଟଣାସ୍ଥଳରେ ଦୁଇସାଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ମେଡିକାଲରେ ମୃତ୍ୟୁ ଘଟିଛି । ଏବଂ ପୋଲିସ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଛାନ୍ଭିନ୍ ଆରମ୍ଭ କରିଛି ।

Advertisement