ନୂଆଦିଲ୍ଲୀ,୧୩।୦୫ (ଡ଼ି.ଏଚ ବ୍ୟୁରୋ):-ପଞ୍ଜାବ ଅମୃତସର ଜିଲ୍ଲାର ମଜୀଠାରେ ବିଷାକ୍ତ ମଦ ପିଇବା ଯୋଗୁଁ ୧୪ଜଣଙ୍କର ମୃତ୍ୟୁ ଘଟିଛି ।ଏବଂ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନେ ସ୍ଥାନୀୟ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି । ମୃତକ ସମସ୍ତ ଶ୍ରମିକ ହୋଇଥିବା ବେଳେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି ।