ମୁଖ୍ୟ ଖବରରାଜ୍ୟ ବସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୭ଜଣ ଶ୍ରମିକଙ୍କ ମୃତ୍ୟୁ । By Dunia Halchal - November 24, 2024 51 Share FacebookTwitterPinterestWhatsApp ADVERTISEMENT ଆନ୍ଧ୍ରପ୍ରଦେଶ,୨୪/୧୧,(ଡ଼ି.ଏଚ୍.ବ୍ୟୁରୋ):-ଆନ୍ଧ୍ରପ୍ରଦେଶର ଗାର୍ଲଡିନ ମଣ୍ଡଳ ଅନ୍ତର୍ଗତ ଥାଲାଗାସପାଲ୍ଲେ ନିକଟରେ ଏକ ବସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ । ଏବଂ ଏଥିରେ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି । Advertisement