ଆଜି ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଭୋଟ୍ l

90
ADVERTISEMENT

ଭୁବନେଶ୍ୱର,୦୯/୮(ଡି.ଏଚ୍ ବ୍ୟୁରୋ):-ଆଜି ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଭୋଟ୍ l ରାଜ୍ୟ ନିର୍ବାଚନ କମିସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଜ୍ୟର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର, ୯ଟି ପଞ୍ଚାୟତ ସମିତି ସଦସ୍ୟ ପାଇଁ ମତଦାନ ଆରମ୍ଭ ହୋଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଥିବାବେଳେ ଅଗଷ୍ଟ ୧୧ରେ ଭୋଟ୍ ଗଣତିର ଫଳାଫଳ ଘୋଷଣା ହେବ।

Advertisement