ଭୁବନେଶ୍ୱର,୧୯/୧(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଆଜିଠୁ ଆରମ୍ଭ ହେବ ଟିକାକରଣ। ପୂର୍ବ ନିର୍ଦେଶନାମା ଆଧାରରେ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର ସୂଚନା l ଏବଂଯେଉଁମାନେ ଦ୍ୱିତୀୟ ଓ ପ୍ରତିଷେଧାତ୍ମକ ପାନ ନେଇନାହାନ୍ତି ସେମାନେ ନିକଟସ୍ଥ କେନ୍ଦ୍ରରେ ସମ୍ପୂର୍ଣ୍ଣ ମାଗଣାରେ ଟିକା ନେଇପାରିବେ।