ଆଜି ଭାରତୀୟ ଜନତା ପାର୍ଟି ତଥା ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ।

159
ADVERTISEMENT

ଭୁବନେଶ୍ୱର,୬/୪(ଡି.ଏଚ ବ୍ୟୁରୋ):-ଆଜି ଭାରତୀୟ ଜନତା ପାର୍ଟି ତଥା ବିଜେପିର ୪୨ତମ ପ୍ରତିଷ୍ଠା ଦିବସ । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ହୋଇଥିଲା । ଏକଦା ଦୁଇଟି ଆସନ ଜିତିଥିବା ବିଜେପି ବର୍ତ୍ତମାନ ଦେଶରେ ସରକାର ଗଠନ କରିଛି ।

Advertisement