ୟୁ.ପି,୨୨/୩ (ଡି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିଜେପି ନେତା ତଥା ଆଇନଜୀବୀ ଗୌରବ ଜୟସ୍ୱାଲଙ୍କୁ ହତ୍ୟା କଲେ ଦୃବୁତ୍ତ । ଏବଂ ଦୁର୍ବୃତ୍ତମାନେ ବିଜେପି ନେତା ଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଶତାଧିକ ବିଜେପି କର୍ମୀ ଘଟଣାସ୍ଥଳରେ ପହଁଚି ହତ୍ୟାକାରୀକୁ ଗିରଫ ଦାବି କରିଥିଲେ ।