ଆଞ୍ଚଳିକଗଞ୍ଜାମ ଦଣ୍ଡୁଆଙ୍କ ମଧ୍ୟରେ ମାରପିଟ୍ ସହ ପରସ୍ପରକୁ ଆକ୍ରମଣ । By Dunia Halchal - April 10, 2026 3 Share FacebookTwitterPinterestWhatsApp ADVERTISEMENT ଆସ୍କା,୧୦।୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ଚାଲିଥିବା ବେଳେ ହିଞ୍ଜିଳିକାଟୁର ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟିର ଦଣ୍ଡୁଆଙ୍କ ମଧ୍ୟରେ ମାରପିଟ୍ ସହ ପରସ୍ପରକୁ ଆକ୍ରମଣ । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି l Advertisement