ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ l

1
ADVERTISEMENT

ସମ୍ବଲପୁର,୧।୪(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ l ସେ ୫ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ସମ୍ବଲପୁର, ଭୁବନେଶ୍ୱର ଓ ଭଞ୍ଜନଗରରେ ଥିବା ବିଭିନ୍ନ ଘରୁ ଏକକାଳୀନ ଯାଞ୍ଚ କରି ୨ଟି ଟ୍ରଙ୍କ ଭର୍ତ୍ତି ୫୦୦ଟଙ୍କିଆ ନୋଟ ଜବତ କରିଛି ।

Advertisement