ଉଦଳା,୩୧।୩(ଡ଼ି.ଏଚ ବ୍ୟୁରୋ):-ବୋହୂ ସାଜିଲା ରାକ୍ଷସୀ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍ଏନ୍ ୬ ନମ୍ବର ଓ୍ୱାର୍ଡରେ ଗୁଣି ଗାରେଡ଼ି ସନ୍ଦେହରେ ଶାଶୁକୁ ପନିକିରେ ହାଣିଲା ବୋହୂ । ପୋଲିସ ଘଟଣାସ୍ଥୟଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ।
















