ରାଜ୍ୟର ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

3
ADVERTISEMENT

ଭୁବନେଶ୍ବର,୩୧।୩(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଟିଟିଲାଗଡ଼ରେ ପାରଦ ୪୧.୮ଡିଗ୍ରୀ ଛୁଇଁଥିବା ବେଳେ ଭବାନୀପାଟଣା ଓ ବଲାଙ୍ଗିରରେ ୪୦.୨, ଝାରସୁଗୁଡ଼ାରେ ୪୦.୫ ସମ୍ବଲପୁରରେ ୩୯.୪, ହୀରାକୁଦରେ ୩୯.୨, ସୁବର୍ଣ୍ଣପୁରରେ ୩୯.୯, ରାଉରକେଲାରେ ୩୮.୫, ନୂଆପଡ଼ାରେ ୩୮, ପାରଳାଖେମୁଣ୍ଡିରେ ୩୮.୪, ତାଳଚେରରେ ୩୮.୫, ସୁନ୍ଦରଗଡ଼ରେ ୩୮.୨, ଭୁବନେଶ୍ବରରେ ୩୪.୩ ଏବଂ କଟକରେ ୩୩.୮ଡିଗ୍ରୀ ରହିଛି।

Advertisement