ଅଟୋର ପଛକୁ ଧକ୍କା ଦେଲା ଟ୍ରକ୍,ଜଣେ ମହିଳାଙ୍କ ମୃତ୍ୟୁ l

3
ADVERTISEMENT

ସମ୍ବଲପୁର,୩୦।୩(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅଞ୍ଚଳର ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ଅଟୋର ପଛକୁ ଧକ୍କା ଦେଲା ଟ୍ରକ୍ l ଫଳରେ ଅଟୋଟି ଓଲଟି ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି । ମୃତକ ହେଲେ ବୀରସିଂହଗଡ଼ର ବେଦ ଖରସେଲ l

Advertisement