ଆଜି ୧୨ଘଣ୍ଟିଆ ମାଲକାନଗିରି ବନ୍ଦ ।

2
ADVERTISEMENT

ମାଲକାନଗିରି,୨୫।୦୩(ଡ଼ି.ଏଚ ବ୍ୟୁରୋ):-ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ମଣ୍ଡିରୁ ଧାନ ଉଠାଇବା, ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ, ଜିଲ୍ଲାକୁ ପର୍ଯ୍ୟାପ୍ତ ପେଟ୍ରୋଲ୍, ଗ୍ୟାସ ସିଲିଣ୍ଡର ଯୋଗାଣ, ଖାଲି ବସ୍ତା ବାବଦକୁ ଚାଷୀଙ୍କୁ ବକେୟା ୩ ବର୍ଷର ଟଙ୍କା ଯୋଗାଣ ଆଦି ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କାଲିମେଳା ବ୍ଲକ ରେ ମଧ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରା ଯାଉଥିବା ଦେଖିବାକୁ ମିଳିଛି।

Advertisement