ବାଇକକୁ ଧକ୍କାଦେଲା ବୋଲେରୋ,୨ମୃତ୍ୟୁ ।

2
ADVERTISEMENT

କୋରାପୁଟ,୨୩।୩(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ପାତ୍ରପୁର ନିକଟସ୍ଥ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ୨ଜଣକର ମୃତ୍ୟୁ ଘଟିଥିବାବେଳେ ସରିତକ ଦ୍ବୟ ହେଲେ ହେଲେ ଜୟପୁର ଅଞ୍ଚଳର ଲାଲୁ ଖରା ଓ ପିତୁ ଜାନୀ ।ଏବଂ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

Advertisement