ନିଖୋଜ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ l

1
ADVERTISEMENT

କରଞ୍ଜିଆ ,୨୩।୩(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପୋଲିସ ଅଖା ଭିତରୁ ନିଖୋଜ ନାବାଳିକା ଛାତ୍ରୀର ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି । ଏକ ତରଫା ପ୍ରେମକୁ ନେଇ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ କରଞ୍ଜିଆ ବାଙ୍କୀସାହିର ତ୍ରିଲୋଚନ ମହାକୁଡ଼ ବେଲ୍ଟ ସାହାଯ୍ୟରେ ନାବାଳିକାର ତଣ୍ଟି ଚିପି ହତ୍ୟା କରିବା ପରେ ଏକ ଅଖାରେ ମୃତଦେହକୁ ଭର୍ତ୍ତି କରି ବୁଦା ମୂଳେ ଫିଙ୍ଗି ଦେଇଥିଲା।

Advertisement