ଭଦ୍ରକ,୦୯/୩(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ସହରାଞ୍ଚଳ ଥାନା ଗୁଣ୍ଠୁନିଆ ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ଦୃବୁତ୍ତ। ମୃତକ ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀରେ ଶ୍ରୀ କୁମାର ସ୍ୱାମୀ ହୋଇଥିବାବେଳେ ସେ ଘରେ ବସି କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।
















