ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ,ଜଣେ ବ୍ୟକ୍ତିଙ୍କ ମୃତ୍ୟୁ l

2
ADVERTISEMENT

ବ୍ରହ୍ମପୁର,୦୯/୩(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗାଁ ଛକ ସ୍ଥିତ ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ l ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । ଫ୍ୟାକ୍ଟ୍ରିରୁ ଶ୍ରମିକମାନେ ଆଇସକ୍ରିମ ବାହାର କରୁଥିବାବେଳେ ବିସ୍ଫୋରଣ ହୋଇଥିଲା । ଖବର ପାଇ ଧରାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement