ଶିକ୍ଷକ ଜାଲ୍ ବିଇଡି ପ୍ରମାଣପତ୍ର ଦେଇ ଚାକିରିରୁ ବହିଷ୍କାର ହୋଇଛନ୍ତି ।

2
ADVERTISEMENT

କେନ୍ଦୁଝର,୨୦।୦୨(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଘଟଗାଁ ଗୋଳାବନ୍ଧ ୟୁପି ସ୍କୁଲର ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ଜାଲ୍ ବିଇଡି ପ୍ରମାଣପତ୍ର ଦେଇ ଚାକିରିରୁ ବହିଷ୍କାର ହୋଇଛନ୍ତି । ଶିକ୍ଷକ ପ୍ରଶାନ୍ତଙ୍କ ବିଇଡି ସାର୍ଟିଫିକେଟ ଜାଲ୍ ଥିବା ନେଇ ଅଭିଯୋଗ ହୋଇଥିଲା । ଯାଞ୍ଚ ବେଳେ ଏହା ସତ ଜଣାପଡ଼ିବାରୁ ଶିକ୍ଷା ବିଭାଗ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।

Advertisement