ଭୁବନେଶ୍ୱରର ଏକ ହୋଟେଲ୍ ରୁମ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର ।

2
ADVERTISEMENT

ଭୁବନେଶ୍ୱର,୨୦।୦୨(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱରର ଏକ ହୋଟେଲ୍ ରୁମ୍ରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ବିବୁନା ପ୍ରଧାନ ହୋଇଥିବାବେଳେ କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ସେ ନିଜ ଗାର୍ଲଫ୍ରେଣ୍ଡ ସହ ହୋଟେଲ୍ ଆସିଥିଲେ ବୋଲି ସୂଚନା ମିଳିଛି ।

Advertisement