ଗୁଣୁପୁର,୧୨/୦୧(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଗୁଣୁପୁର ସହର ନିକଟ ଲିମାମଡା ମୁଖ୍ୟ ରାସ୍ତା ନିକଟରେ ଭାରସ୍ୟାମ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ପିଟିହେଲା ବାଇକ୍ l ଦୁର୍ଘଟଣାରେ ବାଇକ୍ ରେ ଥିବା ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ ଦୁଇ ଭାଇହେଲେ ଗୁଡାରି ବ୍ଲକ୍ କଦମା ପଞ୍ଚାୟତ ନିଲାଗୁଡା ଗାଁର ମୁନା କିମ୍ବାକା ଓ କ୍ରିଷ୍ଣା କିମ୍ବାକା । ଏବଂ ଘଟଣାସ୍ଥଳରେ ଗୁଣୁପୁର ପୁଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

















