ଦିଗପହଣ୍ଡି ବ୍ଲକ ଗୋକର୍ଣପୁର ଗାଁ ନିକଟରେ ଘରୋଇ ବସ୍ ଧକ୍କାରେ ଯୁବକ ମୃତ ।

3
ADVERTISEMENT

ଦିଗପହଣ୍ଡି,୧୧/୦୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକର୍ଣପୁର ଗାଁର ନିକଟରେ ବୀଣାପାଣି ନାମକ ଏକ ଘରୋଇ ବସ୍ ଧକ୍କାରେ ଯୁବକ ମୃତ । ମୃତକ ବାଜପଲ୍ଲି ଗାଁର ରଇତ ଦୋରା ହୋଇଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୁରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ଏବଂ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେ ନିଜ ବାଇକ ଯୋଗେ ମାର୍କେଟ ଯାଉଥିଲା ବେଳେ ପଛପଟୁ ଦ୍ରୁତ ଗତିରେ ଆସି ବସ୍ ଟି ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ ଘଟିଛି ।

Advertisement