ବାଉରୀ ଖଦାଳ ସମାଜ ଦକ୍ଷିଣ ମଣ୍ଡଳ ତରଫରୁ ବୈଠକ ଅନୁଷ୍ଠିତ ହୋଇଛି l

3
ADVERTISEMENT

ବ୍ରହ୍ମପୁର,୧୧/୦୧(ସନ୍ଦେଶ ଦାସ):-ବ୍ରହ୍ମପୁର ଗୋପାଳପୁର ନିର୍ବାଚନ ମଣ୍ଡଳୀ ପଦ୍ମପୁର ପଞ୍ଚାୟତ ପଦ୍ମପୁର ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ବାଉରୀ ଖଦାଳ ସମାଜ ଦକ୍ଷିଣ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଶ୍ରୀ ବାସୁଦେବ ଦାସଙ୍କ ନିର୍ଦ୍ଦେଶନାରେ ଏକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଗାଁ କୁ ଚାଲ୍ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏଥିରେ ବଳରାମ ଦାସ,ସନ୍ତୋଷ ଦାସ୍,ମିଟୁ ଦାସ,ହାରମ୍ଭ ଦାସ ଓ ତାରିଣୀ ଦାସ ପ୍ରମୁଖ ସହଯୋଗ କରିଥିଲେ l ଏବଂ ଏହି ବୈଠକରେ ଗାଁ କୁ ଚାଲ୍ ଅଭିଯାନ ପକ୍ଷରୁ ବାଉରୀ ଖଦାଳ ସମାଜର ବିକାଶ ପାଇଁ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇ ଯୁବକଙ୍କୁ ଶିକ୍ଷା ଓ ରୋଜଗାରର ପନ୍ଥା ,ବାଲ୍ୟା ବିବାହ ବନ୍ଦ, ଆଉ ନିଶାଦ୍ରବ୍ୟ ଠାରୁ ଦୁରେଇ ରହିବା ଆଦି ଉପରେ ଆଲୋଚନା କରାଯାଇଥିଲା l

Advertisement