ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ତହସିଲ ଅଧୀନ ଟୁସର ଆର.ଆଇ l

3
ADVERTISEMENT

ଭୁବନେଶ୍ୱର,୧୦।୦୧(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ତହସିଲ ଅଧୀନ ଟୁସର ଆର.ଆଇ ସୁରେନ୍ଦ୍ର କୁମାର ଦାଶ l ସେ ଜମିର ମାପଚୁପ କରିବା ପାଇଁ କିଆକଟା ଦୌଳତପୁର ଅଞ୍ଚଳର ସତ୍ୟାନନ୍ଦ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାବା ସହ ତାଙ୍କ ସରକାରୀ ଓ ପୈତୃକ ବାସ ଭବନରେ ଚଢ଼ାଉ ଜାରି ରଖିଛି ।

Advertisement