ଭୁବନେଶ୍ୱର,୧୦।୦୧(ଡ଼ି.ଏଚ ବ୍ୟୁରୋ):-ରେଢ଼ାଖୋଲ ବୌଦ୍ଧ ରାସ୍ତା ବଣଦୁର୍ଗା ମନ୍ଦିର ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଗୋରୁ ବୋଝେଇ କଣ୍ଟେନର । ଖବର ପାଇ ପୁଲିସ କଣ୍ଟେନର ଭିତରୁ ଜଣେ ଗୋରୁ ମାଫିଆଙ୍କ ମୃତଦେହ ସହ ୨ ଟି ମୃତ ଗୋରୁଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ଜଣେ ଗୋରୁ ମାଫିଆ କଣ୍ଟେନର ଭିତରେ ଚାପି ହୋଇ ରହିଥିବା ସୁଚନା ମିଳିଛି।ଏବଂ କଣ୍ଟେନରଟି ବୌଦ୍ଧ ଅଞ୍ଚଳରୁ ରେଢ଼ାଖୋଲ ଆଡକୁ ଆସୁଥିଲା l

















