ନକଲି ପୁଲିସ ଗିରଫ।

58
ADVERTISEMENT

ଅନୁଗୋଳ,୧୯/୮(ଡ଼ି.ଏଚ ବ୍ୟୁରୋ):-ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ନକଲି ପୁଲିସକୁ ଅନୁଗୋଳ ପୁଲିସ ଗିରଫ କରିଛି। ଗିରଫ ନକଲି ପୁଲିସ ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ହୋଇଥିବାବେଳେ ବିରଞ୍ଚିଙ୍କଠାରୁ ପୁଲିସ ନଗଦ ୫୦ ହଜାର ଟଙ୍କା, ପୁଲିସ ପୋଷାକ, ଟୋପି, ବ୍ୟାଜ, ଆପିଏସ୍ ବ୍ୟାଜ, ଆଇକାର୍ଡ ଆଦି ଜବତ କରି କୋର୍ଟ ଚାଲାଣ କରାଯାଇଛି।

Advertisement