ଗଞ୍ଜାମ ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ୪ ବର୍ଷର କୁନି ଝିଅର ମୃତଦେହ ଏକ ନିର୍ମାଣାଧୀନ ଘରୁ ଉଦ୍ଧାର ହୋଇଛି l

14
ADVERTISEMENT

ବ୍ରହ୍ମପୁର,୨୬/୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାଟକୁରା ଥାନା ଅଞ୍ଚଳର ୪ ବର୍ଷର କୁନି ଝିଅର ମୃତଦେହ ଏକ ନିର୍ମାଣାଧୀନ ଘରୁ ଉଦ୍ଧାର ହୋଇଛି l ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି l ଏବଂ ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା।

Advertisement