ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଉଛି ତାତି।

8
ADVERTISEMENT

ଭୁବନେଶ୍ୱର,୨୪/୪(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଉଛି ତାତି। ଝାରସୁଗୁଡା ୪୫.୪ଡିଗ୍ରୀ ସହ ରାଜ୍ୟ ତଥା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଟିଟିଲାଗଡ଼ ୪୪ ଡିଗ୍ରୀ ରହିଛି। ଏବଂ ଅନୁଗୋଳରେ ୪୨.୯ ବାରିପଦା ୪୦.୨, ସୁନ୍ଦରଗଡ ଓ ହୀରାକୁଦରେ ୪୩.୪, ସମ୍ବଲପୁର ଓ ବୌଦ୍ଧରେ ୪୩.୮, ତାଳଚେର ୪୨.୪, ଭବାନୀପାଟଣା ୪୨.୫, ବଲାଙ୍ଗିର ୪୩.୭, ସୁବର୍ଣ୍ଣପୁର ୪୩.୨, ପାରଳାଖେମୁଣ୍ଡି ୪୧, ବରଗଡ ୪୨.୨, ନୂଆପଡା ୪୨, ରାଉରକେଲା ୪୨.୪, ଭୁବନେଶ୍ବର ଏବଂ କଟକରେ ୩୭.୬ ଡିଗ୍ରୀ ଥିବାବେଳେ ଜନସାଧାରଣଙ୍କୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତାଜାରି କରାଯାଇଛି ।

Advertisement