ନୂଆଦିଲ୍ଲୀ,୦୪/୪(ଡ଼ି.ଏଚ ବ୍ୟୁରୋ):-ପରଲୋକରେ ବଲିଉଡ୍ ର ଲୋକପ୍ରିୟ ଅଭନେତା ମନୋଜ କୁମାର। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବାବେଳେ ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଏବଂ ସିନେ ଜଗତରେ ତାଙ୍କରି ଅବଦାନ ପାଇଁ ତାଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା।